ନଭେମ୍ବର ୨ରୁ କଟକରେ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ନଭେମ୍ବର ୨ରୁ କଟକରେ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ । ପ୍ରତି ୱାର୍ଡରେ ୬୦ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ । ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋଖଙ୍କର ନାଁ ଗୋପନ ରଖାଯିବ । ୧୮ବର୍ଷରୁ କମ୍ ଓ ଗର୍ଭବତୀଙ୍କୁ ଏଥିରୁ ବାଦ୍ ଦିଆଯିବ । ୨ରୁ ୫ ଯାଏଁ ସର୍ଭେ ହେବା ନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.