ଅଳଙ୍କାର ଦୋକାନ କାନ୍ଥ ତାଡି ଲୁଟ୍

କଟକ:ଅଳଙ୍କାର ଦୋକାନ ପଛ କାନ୍ଥ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଘଟଣା ଘଟିଛି ଜଗତପୁର ଆଇ ବି ରୋଡ ରେ ଥିବା ବାସନ୍ତୀ ଦୁର୍ଗା ଜୁଏଲର୍ସ ରୁ ବିଳମ୍ବିତ ରାତିରେ ଲୁଟ କରିଛନ୍ତି ଦୃବୁତ। ଘଟଣା ସ୍ଥଳରେ କମିସନରେଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି l ମାଲିକ ଦୟାନିଧି ସାହୁ କହିବା ମୁତାବକ ଦୋକାନ ରେ ପ୍ରାୟ ୩୫ kg ରୁପା, ୬୦ ଭରି ସୁନା ଓ ନଗଦ ୬୦.୦୦୦ ଟଙ୍କା ଲୁଟି ନେବା ସହିତ ସି ସି ଫୁଟେଜ ର ହାର୍ଡ ଡିସ୍କ ସାଙ୍ଗରେ ନେଇଯାଇଛି ଦୁର୍ବୁତ୍ତ l ତେବେ acp ଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ଘଟଣା ଘଟିଛି। ଖୁବ ଶୀଘ୍ର ଦୃବୁର୍ତ୍ତ ମାନଙ୍କୁ ଗିରଫ କରାଯିବ

Leave a Reply

Your email address will not be published.