ଅଯଥା ଭିଡ଼ ଦେଖିଲେ ୧୦୦ ନମ୍ବରକୁ ଫୋନ କରନ୍ତୁ, କଟକ ଡିସିପି

 

ନାଗରାଜ ନ୍ୟୁଜ୍ : କଟକ ଜିଲ୍ଲାରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଭିଡ ନିୟନ୍ତ୍ରଣ ଆବଶ୍ୟକ । ଯଦି ଆପଣଙ୍କ ଘର ନିକଟ କିମ୍ବା ଆଖପାଖ ଅଞ୍ଚଳରେ ଅନାବଶ୍ୟକ ଲୋକ ଏକାଠି ହେଉଛନ୍ତି କିମ୍ଵା ବସିଛନ୍ତି ତେବେ ୧୦୦ ନମ୍ବରକୁ କଲ କରି ଜଣାନ୍ତୁ । ତୁରନ୍ତ ପୁଲିସ PCR ସେଠାରେ ପହଁଚି ଭିଡ ବାନ୍ଧିଥିବା ଦାୟୀତ୍ଵହୀନ ବ୍ଯକ୍ତିଙ୍କୁ ସେଠାରୁ ହଟାଇବାରେ ସାହାର୍ଯ୍ୟ କରିବ। ଏ କଥା କଟକ DCP ଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୟୁଟ୍ କରି ସୂଚନା ଦିଆଯାଇଛି।

Leave a Reply

Your email address will not be published.