ନନ୍ଦକାନନରେ ଏକ ମାଈ ସମ୍ବର ମୃତ

ଭୁବନେଶ୍ଵର,୧୩।୯(ଏନ୍ ନ୍ଯୁଜ୍‌) ନନ୍ଦନକାନନ ପ୍ରାଣୀ ଉଦ୍ୟାନର ତୃଣଭୋଜି ସଫାରୀ ମଧ୍ୟ ରେ ଏକ ୮ ବର୍ଷୀୟା ମାଈ ସମ୍ବରର ମୃତ୍ୟୁ ହୋଇଛି। ତାର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ। ମୃତ୍ୟୁର କାରଣ ଶବ ବ୍ୟବଛେଦ ରିପୋଟ ଆସିବା ପରେ ଜଣା ପଡିବା ବୋଲି ଅଧିକାରୀ କହିଛନ୍ତି। ନନ୍ଦନକାନନରେ ଏବେ ୬ଟି ପୁରୁଷ ଓ ୧୨ଟି ମାଈଙ୍କୁ ମିଶାଇ ଆଉ ମୋଟ ୧୮ଟି ସମ୍ବର ଅଛନ୍ତି।

Leave a Reply

Your email address will not be published.