ଦିନ ଦ୍ବିପହରେ ବନ୍ଧୁକ ଦେଖାଇ ଲୁଟ୍ କଲେ ଦୃଵର୍ତ୍ତ

ବାଲିଆପାଳ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚୌକି ୟୁକୋ ବ୍ୟାଙ୍କରୁ ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଦୁର୍ବୁର୍ତ ମାନେ ଲୁଟି ନେଲେ କୋଡିଏ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ସହ ସୁନା ଗହଣା । ପାଞ୍ଚ ଜଣ ଦୁର୍ବୃତ ପ୍ରଥମେ ବ୍ୟାଙ୍କ ଭିତରେ ପଶି ଗ୍ରାହକ ମାନଙ୍କୁ ତଥା ବ୍ୟାଙ୍କ କର୍ମଚାରୀ ମାନଙ୍କ ପାଖରୁ ମୋବଇଲ ଛଡାଇ ନେଇଥିଲେ ଓ ପରେ ବନ୍ଧୁକ ଭୁଜାଲି ଦେଖାଇ ଷ୍ଟ୍ରଙ୍ଗ ରୁମର ଚାବି ଓ କ୍ୟାସରୁ ଟଙ୍କା ନେଇ ବାଇକରେ ପଳାଇ ଯାଇଥିଲା । ସମସ୍ତେ ବଙ୍ଗଳା ଓ ହିନ୍ଦୀରେ କଥା ବାର୍ତା କରୁଥିଲେ ଘଟଣା ସ୍ଥଳ ରେ ଭୋଗରାଇ ପୋଲିସ ପହଁଚି ଅତିରିକ୍ତ ବ୍ରାଞ୍ଚ ମେନେଜରକୁ ନେଇ ପଚରା ଉଚୁରା ଚଳାଇଛନ୍ତି ଜଳେଶ୍ୱର ଏସଡ଼ିପିଓଙ୍କ ସହ ସାଇଣ୍ଟିଫିକ ଟିମ ପହଁଚି ଅଧିକ ତଦନ୍ତ କରୁଛନ୍ତି ।

Leave a Reply

Your email address will not be published.