ସୌମ୍ୟରଞ୍ଜନଙ୍କୁ କରୋନା

ଭୁବନେଶ୍ଵର, (ନାଗରାଜ ନ୍ୟୁଜ ): ୧୧/୦୮/୨୦୨୦

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କରୋନା ପଜେଟିଭ ହୋଇଛନ୍ତି। ଏକଥା ସେ ନିଜେ ଟୁଇଟ କରି ଜଣାଇଛନ୍ତି। ସେ ସୁସ୍ଥ ଅଛନ୍ତି। ତାଙ୍କ ପାଖକୁ ଆସିଥିବା ଲୋକମାନେ ଡାକ୍ତରଙ୍କୁ ସାକ୍ଷାତ କରି ପରାମର୍ଶ ନେବାକୁ କହିଛନ୍ତି।

Leave a Reply

Your email address will not be published.