ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍

ଭୁବନେଶ୍ଵର: ପଟିଆ ରୟାଲଟି ଛକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ କେନ୍ଦ୍ରରୁ ଲକ୍ଷଧିକ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। । ଇମ୍ପୋସିଟି ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଦୂର୍ବୁତମାନେ ସିସିଟିଭି ଉପରେ ଗାମୁଛା ପକାଇ କଟର ମେସିନ୍ ସାହାର୍ଯ୍ୟରେ ଏଟିଏମ୍ ର କ୍ୟାସ ବ୍କକ୍ସ କାଟି ଲୁଟି ନେଇଥିବା ପ୍ରାଥମୀକ ତଦନ୍ତରୁ ଜଣାପଡିଛି। ବ୍ୟାଙ୍କ କର୍ତୁପକ୍ଷଙ୍କ ସୂତ୍ରରୁ ଜଣାପଡିଛି ଯେ ଶୁକ୍ର ବାର କରଣ୍ଟରରେ ୧୦ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published.