ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମ୍ପନ୍ନ

କଳାହାଣ୍ଡି: ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଛି। କରୋନା କଟକଣା ଭିତରେ ବିନା ଭକ୍ତରେ ଛତର ଯାତ୍ରା ପାଳନ ହୋଇଛି । ଜେନାଖାଲରେ ମା’ଙ୍କ ପ୍ରଥମେ ଗୁପ୍ତ ପୂଜା ହୋଇଥିଲା। ଭୋର ୪ଟା ୪୫ରେ ମା’ଙ୍କ ଛତର ସହର ପରିକ୍ରମା କରିଥିଲା। ଏହାପରେ ରାଜନସ୍ଥିତ ମାଣିକେଶ୍ୱରୀ ମନ୍ଦିରରେ ଛତର ପହଞ୍ଚିଥିଲା। ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

Leave a Reply

Your email address will not be published.