ସାଂସଦ ମହେଶଙ୍କ ପ୍ରେସ୍ ବିଜ୍ଞପ୍ତି, ଢେଙ୍କାନାଳ ମୁନିସିପାଲିଟିରେ ତାଲା ପକାଇବେ

Spread the love

ଢେଙ୍କାନାଳ: ଢେଙ୍କାନାଳ ମୁନିସପାଲିଟିର ସମସ୍ତ ୱ୲ର୍ଡରେ ସଫେଇ ହେଉ ନଥିବା, ନିର୍ଦ୍ଦମା ଗୁଡ଼ିକ ସଫା କରାଯାଉନଥିବା, ବିଭିନ୍ନ ଉନ୍ନୟନ କାର୍ଯ୍ୟର ମନ୍ଥର ଗତି, ସାଂସଦ ଉନ୍ନୟନ ପାଣ୍ଠିକୁ ଚଞ୍ଚକତା କରି କାର୍ଯ୍ୟାଦେଶ ଦେବାରେ ବିଳମ୍ବ କରିବା, ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ସ୍ଵାର୍ଥକୁ ର୍ନିବାହୀ ଯନ୍ତ୍ରୀ ଜଳାଞ୍ଜଳି ଦେବା ତଥା କରେନା ବେଳେ ସହରବାସିଙ୍କ ସ୍ଵାର୍ଥକୁ ଦୃଷ୍ଟି ନଦେଇ ର୍ନିବାହି ଅଧିକାରୀ ମନମାନି କରୁଥିବା ଅଭିଯୋଗ କରି ମଙ୍ଗଳବାର ମୁନିସିପାଲିଟି କାର୍ଯ୍ୟାଳୟରେ ତାଲା ପକାଇବାକୁ ସାଂସଦ ମହେଶ ସାହୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *