ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଜି ବସିବ ଗୁରୁତ୍ବପୂର୍ଣ ବୈଠକ

ପୁରୀ: ରାଜ୍ୟରେ ପ୍ରାୟ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲାପାଳ ମାନେ ଅନୁମତି ଦେଉଥିବା ବେଳେ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଏପର୍ଯ୍ୟନ୍ତ‌ ନିଷ୍ପତ୍ତି ହୋଇପାରିନି । ଏହାରି ମଧ୍ୟରେ ଆଜି ବସିବାକୁ ଯାଉଛି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାରଙ୍କ ଅଧକ୍ଷତାରେ ବୈଠକ ବସିବାକୁ ଥିବା ବେଳେ ଏହି ବୈଠକରେ ନୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ନୀତି ଓ ଉନ୍ନୟନ ପ୍ରଶାସକ ଓ କୋଭିଡ୍ ସମନ୍ୱୟ କମିଟିରେ ଥିବା ସେବାୟତ ମାନେ ଭର୍ଚୁଆଲ ବୈଠକରେ ସାମିଲ୍ ରହିବେ ବୋଲି ଜଣାପଡିଛି ।

Leave a Reply

Your email address will not be published.