ଆଠଗଡରେ ଭୂମିକମ୍ପ, ଡାକ୍ତରଖାନା ପ୍ରାଚୀର ଭାଙ୍ଗିଲା

କଟକ, ୫।୭ (ଏନ ନ୍ୟୁଜ ) ଗତକାଲି କଟକ ଜିଲ୍ଲା ଆଠଗଡ ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାକୁ ସ୍ଥାନୀୟ ଜଣସାଧାରଣ ଅନୁଭବ କରିଛନ୍ତି । ଭୂମିକମ୍ପରେ ଡାକ୍ତରଖାନା ୧୦୦ ମିଟର ପାଚେରୀ ଭୂଷୁଡି ପଡିଛି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Leave a Reply

Your email address will not be published.