ବିଧାୟକ ସୁଶାନ୍ତ ରାଉତ ବିଶ୍ୱରଂଜନଙ୍କୁ ଶୁଭେଚ୍ଛା ଦେଲେ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ ): ୦୫/୦୮/୨୦୨୦

ଦରଜି ଙ୍କ ପୁଅ ସିଭିଲ ସର୍ଭିସ ରେ ୧୮୨ ରାଙ୍କ ରଖି IAS ପାଇଥିବା କୁମାର ବିଶ୍ୱରଂଜନ ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏହି ଖବର ପାଇବା ପରେ ବହୁ ନେତା ରାଜନେତା ଓ ପ୍ରଶାସକ ମାନେ ଫୋନ କରି ଶୁଭେଛା ଜଣାଇଥିଲେ। ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ର ବିଧାୟକ ସୁଶାନ୍ତ ରାଉତ ନିଳାଦ୍ରୀ ବିହାର ରେ ରହୁଥିବା ଭଡା ଘରକୁ ଯାଇ IAS ପାଇଥିବା କୁମାର ବିଶ୍ୱରଂଜନ ଙ୍କୁ ଫୁଲ ତୋଡା ଏବଂ ଉତ୍ତରୀୟ ଦେଇ ଶୁଭେଛା ଓ ଶୁଭକାମନା ଜଣାଇଥିଲେ।

Leave a Reply

Your email address will not be published.