ବନ୍ଧୁକ ସହ ଶିକାରୀ ଗିରଫ

କଟକ .୧୮। ୭(ଏନ୍‌ ନ୍ଯୁଜ୍‌) କଟକ ଜିଲ୍ଲା ବାଙ୍କୀ ଡମପଡ଼ା ଅଭୟାରଣ୍ୟରୁ ଅବୈଧ ବନ୍ୟପ୍ରାଣୀ ଶୀକାର କରୁଥିବା ଅପରାଧରେ ଜଣେ ଶ୍ରୀକାରୀ କୁ ବନ୍ଧୁକ ସହ ଗିରଫ କରି କୋଟ ଚାଲାଣ କରିଛି ଡମପଡ଼ା ବନ ବିଭାଗ। ଗିରଫ ଶୀକାରୀ ବାଙ୍କୀ ଉପରପାଟପୁର ଗ୍ରାମର ପ୍ରମୋଦ ଗୋଛାୟତ (୬୫) ।

Leave a Reply

Your email address will not be published.