ନନ୍ଦନକାନନରେ କୃଷ୍ଣସାର ମୃଗ ମୃତ


ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ ନମ୍ବର ଖୁଆରଡ ମଧ୍ୟରେ ରହୁଥିବା ଏକ ଅଣ୍ତିରା କୃଷ୍ଣସାର ମୃଗ (୧୨) ର ବାର୍ଦ୍ଧକ୍ୟରେ ମୃତ୍ୟୁ ହୋଇଛି। ଏହାର ମୃତ୍ୟୁ ପରେ ଆଉ ୧୨ଟି ଅଣ୍ଡିରା, ୧୭ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୦ଟିକୁ ମିଶାଇ ମୋଟ ୩୯ଟି କୃଷ୍ଣସାର ମୃଗ ଅଛନ୍ତି।

Leave a Reply

Your email address will not be published.