ରାଜ୍ୟ ସରକାରଙ୍କ ଦ୍ବାରା ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ

ଭୂବନେଶ୍ବର: ରାଜ୍ୟରେ ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍‌.ଭିନିଲକ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରୀଡ଼ା ଓ ଯୁବ ସେବା ବିଭାଗ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଭିନିଲକ୍ରିଷ୍ଣା । ଅର୍ଥ ସଚିବ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ସଚିବ ଦାୟିତ୍ବ ଦିଆଯାଇଛି । ସେହିପରି ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ସଚିବ ଦାୟିତ୍ବ, ପଞ୍ଚାୟତିରାଜ ସଚିବ ଡ଼ି,କେ ସିଂହ ହେଲେ ଖଣି ଓ ଇସ୍ପାତ ସଚିବ । ଖଣି ସଚିବ ସୁରେନ୍ଦ୍ର କୁମାର ହେଲେ ସାଧାରଣ ପ୍ରଶାସନ ସଚିବ । ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published.