ବଢିଲା ପେଟ୍ରୋଲ ଓ ଡିଜେଲ ଦର,ଗାଡି ଚଳକଙ୍କୁ

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି।  ବିଗତ ୧୭ ଦିନ ଭିତରେ ୧୪ ଥର ବଢିଛି। ଗତ ୨୦୧୮ ସେପ୍ଟେମ୍ବର ଠାରୁ ୨ ବର୍ଷ ଭିତରେ ଲଗାତର ବୃଦ୍ଧି ପାଇଁ ସର୍ବୋଚ୍ଚ ସ୍ତରରେ ପହଁଚିଛି। ଭୁବନେଶ୍ବରରେ ପେଟ୍ରୋଲ ଦର ୮୪.୦୪ ଟଙ୍କା ଓ ଡିଜେଲ ଦର ୮୦.୫୧ ଲିଟର ହୋଇଛି। ଶନିବାର ରୁ ରବିବାର ମାତ୍ର ଗୋଟିଏ ଦିନରେ ପେଟ୍ରୋଲ ଦର ୨୯ ପଇସା ବୃଦ୍ଧି ପାଇଛି। ସେହିଭଳି ଡିଜେଲ ଦର ମଧ୍ୟ ୩୧ ପଇସା ବୃଦ୍ଧି ପାଇଛି।

Leave a Reply

Your email address will not be published.