ହାଇକୋର୍ଟରେ ସ୍କୁଲ ଫି ବୃଦ୍ଧି ଉପରେ ୧୦ ତାରିଖ ଶୁଣାଣି

କଟକ: କରୋନା ପାଇଁ ଘରୋଇ ସ୍କୁଲ ଗୁଡ଼ିକରେ ଫି ହ୍ରାସ ନେଇ ହାଇକୋର୍ଟ ରେ ରୁଜୁ ହୋଇଥିବା ମାମଲାର ଶୁଣାଣି  ହୋଇଛି । ଆଜି କୋର୍ଟ ରେ ଆବେଦନକାରୀଙ୍କ ପକ୍ଷରୁ ସରକାର ରଖିଥିବା ସତ୍ୟପାଠ ର ସାନି ଜବାବ ରଖାଯାଇଛି। ଅନ୍ୟ ପକ୍ଷରେ ଆଜି ଆଡଭୋକେଟ ଜେନେରାଲ କୋର୍ଟ ଙ୍କୁ ଜଣାଇଥିଲେ ଯେ ପୂର୍ବରୁ ହୋଇଥିବା ଏମଓୟୁ ଆଧାରରେ କୋର୍ଟ ନିଷ୍ପତ୍ତି ନେଇପାରିବେ । ମାମଲାର ପରବର୍ତ୍ତି ଶୁଣାଣୀ ଡିସେମ୍ବର ୧୦ ତାରିଖରେ ହେବ ବୋଲି ବିଭୁତି ଭୂଷଣ ଚୌଧୁରୀ ଆବେଦନକାରୀଙ୍କ ଓକିଲ ସୂଚନା ଦେଇଛନ୍ତି।

Leave a Reply

Your email address will not be published.