୨୪ ଘଣ୍ଟାରେ ଓଡ଼ିଶାରେ ୮୬୮୧ ସଂକ୍ରମିତ

ନାଗରାଜ ନ୍ୟୁଜ୍ : ଓଡ଼ିଶରେ ଗତ ୨୪ ଘଣ୍ଟାରେ  ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଦିଆଯାଇଥିବା ସୂଚନା ମୁତାବକ  ଏଥିମଧ୍ୟରୁ ସଙ୍ଗରୋଧରୁ ୪୯୪୮  ଓ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

୨୪ ଘଣ୍ଟାରେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ  ୧୪୦୮ ପଜିଟିଭ୍ ,ସୁନ୍ଦରଗଡ଼ରୁ ୭୪୫, କଟକରୁ  ୫୭୦ ଓ ପୁରୀରୁ ୫୧୪ ଅନୁଗୁଳ ଜିଲ୍ଲାରୁ  ୪୧୯, ବାଲେଶ୍ୱରରୁ ୧୫୫,  ବଲାଙ୍ଗୀରରୁ ୪୫୯,  ବରଗଡ଼ରୁ ୪୨୩, ଭଦ୍ରକରୁ ୧୦୩, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ମାଲକାନଗିରରିୁ ୩୪, ବୌଦ୍ଧରୁ ୫୭, ଢେଙ୍କାନାଳରୁ ୩୩ ଓ ଜଗତସିଂହପୁରରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published.