ନିଜ ବାସଭବନରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: କରୋନା ମହାମାରୀ ହେତୁ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ଅଗଣିତ ଭକ୍ତ ଟେଲିଭିଜନ ମାଧ୍ୟମରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଛନ୍ତି । ଏଥିରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଦ ପଡିଯାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ଟେଲିଭିଜନରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସିଧାପ୍ରସାରଣ ଦେଖୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସଚିବ ତଥା ଫାଇବଟି ସଚିବ ଭି.କେ ପାଣ୍ଡିଆନ୍ ଏହି ପର୍ବ ଦେଖିଛନ୍ତି।

Leave a Reply

Your email address will not be published.