ନ୍ୟାସନାଲ ରୁରାଲ ଟ୍ୟାଲେଣ୍ଟ ସ୍କଲାରସିପ ପରୀକ୍ଷା ଆରମ୍ଭ

ବାଙ୍କୀ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠଠାରେ ଆଜି କୋଭିଡି କଟକଣା ମଧ୍ୟରେ ଆରମ୍ଭ ହୋଇଛି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ନ୍ୟାସନାଲ ରୁରାଲ ଟ୍ୟାଲେଣ୍ଟ ସ୍କଲାରସିପ ଏନଆଇଟି ଏସ ପରୀକ୍ଷା । ପରୀକ୍ଷାରେ ଭାଗ ନେଇଛନ୍ତି ବାଙ୍କୀ ଉପଖଣ୍ଡର ୨୧୮ ଜଣ ଛାତ୍ରଛାତ୍ରୀ । ଦୀର୍ଘ ୨ ବର୍ଷ ଧରି କୋଭିଡ ଯୋଗୁ ଅଫଲାଇନ ପରୀକ୍ଷା ବନ୍ଦ ରହିଥିଲା । ଦୀର୍ଘ ଦିନ ବ୍ୟବଧାନ ପରେ ଛାତ୍ରଛାତ୍ରୀମାନେ ଅଫ ଲାଇନରେ ପରୀକ୍ଷା ଦେଉଥିବା ନେଇ ଖୁସି ଅଛନ୍ତି ବୋଲି କହିଛନ୍ତି ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦେବାଶିଷ ହାଜରା ।

Leave a Reply

Your email address will not be published.