ଓମିକ୍ରନକୁ ନେଇ ଆଶ୍ୱସ୍ତକର ଖବର, ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ ଆକ୍ରାନ୍ତ

କଟକ, (ନାଗରାଜ ନ୍ୟୁଜ): ଓମିକ୍ରନକୁ ନେଇ ଆଶ୍ୱସ୍ତକର ଖବର । ଡିସିଚାର୍ଜ ହେଲେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ । କଟକ ଅଶ୍ୱିନୀ ହସ୍ପିଟାଲରୁ ହେଲେ ଡିସଚାର୍ଜ। ପଜିଟିଭ ରିପୋର୍ଟ ଆସିବା ପରେ ୧୭ ତାରିଖରେ ଆକ୍ରାନ୍ତ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିଲେ । ନିର୍ଦ୍ଧାରିତ ୧୦ ଦିନର ଚିକତ୍ସା ପରେ ଆଜି ହେଲେ ଡିସିଚାର୍ଜ। ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଥର ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିଥିଲା । ଘରେ ୭ ଦିନ ଧରି ଆଇସୋଲେସନରେ ରହିବେ ସଂପୃକ୍ତ ବ୍ୟକ୍ତି । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ସମ୍ପଦ ।

Leave a Reply

Your email address will not be published.