ଆସନ୍ତା ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ମହାନଦୀକୁ ଜଳ ନିଷ୍କାସନ ହେବ: ବୁର୍ଲା ଅତିରିକ୍ତ ମୁଖ୍ୟ ଇଞ୍ଜିନିୟରଙ୍କ ସୂଚନା

ଭୂବନେଶ୍ବର: ଜୁଲାଇ ୧୧ ତାରିଖ ଦିନ ହୀରାକୁଦ ଡ୍ୟାମରୁ ମହାନଦୀକୁ ଜର ନିଷ୍କାସନ ହେବ । ମୌସୁମୀର ପ୍ରଥମ ବନ୍ୟା ଜଳ ଯାହା ଜୁଲାଇ ୧୧ରେ ଦିନ ୧୧ଟାର ନିଷ୍କାସିତ ହେବାର ସୂଚନା ବୁର୍ଲା ଅତିରିକ୍ତ ମୁଖ୍ୟ ଇଞ୍ଜିନିୟର  ଦେଇଛନ୍ତି। ସୂଚନାନୁସାରେ, ହୀରାକୁଦର ସ୍ଲୁଇସ୍ ଗେଟ୍ ନଂ୭ରୁ ଜଳ ପ୍ରଥମେ ନିଷ୍କାସନ ହେବ। ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ହୀରାକୁଦ ଡ୍ୟାମର ନଦୀବନ୍ଧକୁ ନିଷ୍କାସନ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published.