ଗଜପତିରେ ୫୧ ଏକର ଜମିରେ ଗଞ୍ଜେଇ ଚାଷ, ନଷ୍ଟ କଲା ପ୍ରଶାସନ

ଗଜପତି: ଗଜପତି ଜିଲ୍ଲା ବିମାନପୁର ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବାର ସୂଚନା ପାଇ ପ୍ରଶାସନ ତରଫରୁ ଚଢାଉ କରାଯାଇଥିଲା।…