ଶ୍ରୀମତୀ ନର୍ମଦା ଦେଓଙ୍କ ଦୁର୍ଗା ପୂଜା ଅବସରରେ ଅଭିନନ୍ଦନ

ଦୁର୍ଗା ପୂଜା ଅବସରରେ ବାଲେଶ୍ଵର ଜିଲ୍ଲା ଶିମୂଳିଆ ଖଇରା ନିର୍ବାଚନ ମଣ୍ଡଳୀ ଖଇରା ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ନର୍ମଦା ଦେଓଙ୍କ ଶାରଦୀୟ ଅଭିନନ୍ଦନ । ମା’ଙ୍କ କୃପା ଦୃଷ୍ଟି ସଦା ରହି ଥାଉ । ଆମ ପଞ୍ଚାୟତର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିରହୁ ।

Leave a Reply

Your email address will not be published.