ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 135 ତମ ଜନ୍ମଦିବସ ପାଳିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ଏମିତି ଏକ ଜନ୍ମ ଦିନ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ତୁଡିଗଢିଆ ଅଧିନସ୍ଥ ବେଲଦା ସତ୍ ସଙ୍ଗ କେନ୍ଦ୍ର ପ୍ରାଙ୍ଗଣରେ ଠାରେ,ଆଜି ତା 16,9 2022 ରିଖ ସକାଳ 7 ଘଟିକା ସମୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ଜନ୍ମ ଦିନ ଦିବସ ଧୁମ୍ ଧାମରେ ପାଳନ କରିଛନ୍ତି ବେଲଦା ସତ୍ ସଙ୍ଗ କେନ୍ଦ୍ର ର ଗୁରୁ ଭାଇ ଓ ମାଆ ମାନେ ଏହି ଜନ୍ମ ଦିନ ଦିବସ ରେ ସର୍ବପ୍ରଥମେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କର ଫୋଟ ସନ ମୂଖ ରେ ଦୀପ ପ୍ରଜ୍ବଳନ କରି ପୂଜକ ନିହାର ରଞ୍ଜନ ପାଢ଼ୀ ତତ୍ବାବଧାନରେ ପୂଜା ଅର୍ଚ୍ଚନା ସହ ପ୍ରଥମେ ଅନୁକୂଳ ଚନ୍ଦ୍ର ଙ୍କର ମନ୍ତ୍ର ,ବିଜୟ ମହାମନ୍ତ୍ର, ଗୁରୁ ବ୍ରହ୍ମା ମନ୍ତ୍ର ଆଦି ବିଧି ବିଧାନ ସହ ଉଚ୍ଚା ରଣ କରାଯାଇଥିଲା,ପୂଜକ ଓ 135 ଜଣ ଗୁରୁ ଭାଇ ଓ ମାଆ ମାନେ ସତ୍ ସଙ୍ଗ କେନ୍ଦ୍ର ରେ ଉପସ୍ଥିତ ରହି ପ୍ରାର୍ଥନା କାର୍ଯ୍ୟ କମ୍ର ସଫଳ ତାର ସହ ଅନୁଷ୍ଠିତ ହୋଇ ଯାଇଛି,ଏହି ଜନ୍ମ ଦିନ ଦେଖିବା ପାଇଁ 2 ଶହରୁ ଉର୍ଦ୍ଧ୍ବ ଗୁରୁ ଭାଇ ଓ ମାଆ ମାନଙ୍କୁ ଦେଖିବାକୁ ମିଳିଥାଏ .

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସତ୍ ସଙ୍ଗ କେନ୍ଦ୍ର ର ପରିଚାଳନା କମିଟି ର ହେଲେ ଅର୍ଜୁନ ଭାଇ, ଗଜେନ୍ଦ୍ର ଭାଇ, ତ୍ରିଲୋଚନ ଭାଇ,ମୂରଲୀ ଭାଇ,ସତ୍ୟ ନନ୍ଦ ଭାଇ,ଡମ୍ମୁରୁ ଧର ଭାଇ, ସୁରେନ୍ଦ୍ର ଭାଇ ଙ୍କ ସମେତ ଅନ୍ୟାନ୍ୟ ସତ୍ ସଙ୍ଗ କେନ୍ଦ୍ର ର କମିଟି ର ଗୁରୁ ଭାଇ ଓ ମାଆ ମାନେ ଉପ ସ୍ଥିତ ରହି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ଜନ୍ମ ଦିନ ଦିବସ ଟିକୁ ସୂଚାରୁରୂପେ ପାଳନ କରିଥିଲେ .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *