ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ

ପୁରୀ, (ନାଗରାଜ ନ୍ୟୁଜ ): ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଜଟିଆବାଜି ଛକ ନିକଟରେ ରବିବାର ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି…

ପୁରୀରେ ୨ଜଣ ବ୍ରାଉନସୁଗାର ବେପାରୀ ଗିରଫ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାକୁ ବ୍ରାଉନସୁଗାର ଯୋଗାଣ କରୁଥିବା ଦୁଇ ଜଣ ବେପାରୀଙ୍କୁ ପୁରୀ ଏସଟିଏଫ ଟିମ ଗିରଫ କରିଛି…

ଯୌତୁକ ପାଇଁ ବୋହୂଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

କଟକ, (ନାଗରାଜ ନ୍ୟୁଜ): ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁଘର ଲୋକେ । ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର…

ଆଇପିଏସ୍ ଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କଲେ ସାଇବର ଠକ

କଟକ, (ନାଗରାଜ ନ୍ୟୁଜ): ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଗାଏବ ହୋଇଛି । ସାଇବର ଠକ ଠକି…

ଦାଦନ ଶ୍ରମିକ ଉଦ୍ଧାର; ସର୍ଦାର ଫେରାର, ଅଟୋ ଚାଳକ ଗିରଫ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା…

ବେଆଇନ ମୋରମ ଟ୍ରକ ଜବତ

ଖଇରା,(ନାଗରାଜ ନ୍ୟୁଜ): ଚୋରା ମାଟି ନେଇ ଯାଉଥିବା ୫ଟି ୧୬ଚକିଆ ଟ୍ରକକୁ ଜବତ କରାଯାଇଛି । ଏହାସହିତ ୫ଜଣ ଡ୍ରାଇଭରଙ୍କୁ ଅଟକ…

ମାହାଙ୍ଗା ଡବଲ ମର୍ଡର ଘଟଣା, କାରଣ ଦର୍ଶାଅ ନୋଟିସ ଜାରି କଲେ କୋର୍ଟ

କଟକ, (ନାଗରାଜ ନ୍ୟୁଜ ): ମାହାଙ୍ଗା ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଆଜି ସାଲେପୁର ଜେଏମଏଫସି ୯ ପେଜର ଆଦେଶ…

ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର 

କଟକ, (ନାଗରାଜ ନ୍ୟୁଜ): କଟକ ପୁରିଘାଟ ଥାନା ଅନ୍ତର୍ଗତ ଗଣେଷଘାଟ ଘାଟ ଗଡାରେ ମିଳିଲା ଅର୍ଦ୍ଧଦଗ୍ଧ ଅଜଣା ମୃତଦେହ । ଜଣେ…

ସାଙ୍ଗର ଆକ୍ରମଣରେ ଯୁବକ ଗୁରୁତର ଆହତ

ଖଇରା, (ନାଗରାଜ ନ୍ୟୁଜ): ସାଙ୍ଗହୋଇ ଆସିଥିଲେ ଶ୍ରମିକ ନେବା ପାଇଁ । ଜଙ୍ଗଲରେ ସାଙ୍ଗକୁ ଆକ୍ରମଣ କରି ଟଙ୍କା ମୋବାଇଲ ନେଇ…

ଯୁବତୀଙ୍କୁ ବଳାତ୍କାର କରିବା ଉଦ୍ୟମ ଅଭିଯୋଗରେ ୩ ଗିରଫ

କଟକ, (ନାଗରାଜ ନ୍ୟୁଜ): ବିବାହ କରିବାର କଥା ଦେଇ ପୁରୀରୁ ଆଣିଥିଲେ ଚୌଦ୍ୱାର । ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ପୁରୁଷ…