ଆରମ୍ଭହେଲା +୨କଳା ପରୀକ୍ଷା

Spread the love

ପୁରୀ, (ନାଗରାଜ ନ୍ୟୁଜ): ଓଡିଶା ଶିକ୍ଷାବିଭାଗର ନିର୍ଦ୍ଦେଶ କ୍ରମେ +୨କଳା ପରୀକ୍ଷା ଆରମ୍ଭ ହେଲା । ଏହି ପରିପ୍ରେକ୍ଷୀରେ ପୁରୀ ନରେନ୍ଦ୍ରକୋଣ ସ୍ଥିତ ପୁରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ଵନାଥ ବଳିଆରସିଂଙ୍କ ନେତୃତ୍ୱରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉର୍ସାହର ସହିତ ପରୀକ୍ଷାକୁ ପରିଚାଳନା କରିଥିଲେ। ଦୀର୍ଘ ଦୁଇବର୍ଷ ପରେ ପରୀକ୍ଷା ହଲରେ ବସି ପରୀକ୍ଷା ଦେବାର ଖୁସି ଛାତ୍ରୀମାନଙ୍କ ମନକୁ ଉତ୍ସାହିତ କରୁଥିଲା।

Leave a Reply

Your email address will not be published. Required fields are marked *