ନନ୍ଦନକାନନର ବାଘୁଣୀ ’ରେଣୁକା’ ମୃତ

Spread the love

ଭୁବନେଶ୍ବର: ପ୍ରାଣୀ ଉଦ୍ୟାନର ସାଧାରଣ ନାଲି ରଙ୍ଗର ବାଘୁଣୀ ‘ରେଣୁକା’ ସନ୍ଧ୍ୟା ସଢେ ୬ଟାରେ ମୃତ୍ୟୁ ହୋଇଥିବା କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।  ତାକୁ ୧୩ ବର୍ଷ ବୟସ ହୋଇଥିଲା।  ସେ ବାଦ୍ଧକ୍ୟରେ ପିଡିତ ହୋଇ ନନ୍ଦନକାନନ ପ୍ରଶଣୀ ଚିକତ୍ସା କନ୍ଦ୍ରେର ଅଶସିୟୁରେ ଚିକତ୍ସାଧିନ ଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନର ବାଘ ସଂଖ୍ୟା ୨୭ କୁ ହ୍ରାସ ପାଇଛି। ଏହା ମଧ୍ୟରେ ୧୭ ସାଧାରଣ ନାଲି ,୬ ଧଳା  ଓ ୪ କଳା ରଙ୍ଗକୁ ମିଶାଇ ମୋଟ ୨୭ଟି ବାଘ ଅଛନ୍ତି।

ରେଣୁକା  ୨୦୦୮ ମସିହା ଫେବୃଆରି ମାସ ୨୮ ତାରିଖରେ ସାଧାରଣ ନାଲି ରଙ୍ଗର ରୋହିତ  ଓ ସାଧାରଣ ନାଲି ରଙ୍ଗର  ‌ଶୈଳଜାଙ୍କ ଜନ୍ମିତ । ସେ ଗତ ୨୦୧୮ ମସିହାରେ ଦୁଇଟି ବିରଳ କଳା ରଙ୍ଗର ବାଘ ଛୁଆଙ୍କୁ ଜନ୍ମ ଦେଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନର ବାଘ ସଂଖ୍ୟା ୨୭ କୁ ହ୍ରାସ ଘଟିଛି। ଏହା ମଧ୍ୟରେ ୧୮ଟି ସାଧାରଣ ନାଲି,୬ଟି ଧଳା ଓ ୩ଟି ବିରଳ କଳା ରଙ୍ଗର ବାଘ ଅଛନ୍ତି।

Leave a Reply

Your email address will not be published. Required fields are marked *