ଖଇରା କଲେଜର ୪୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଖଇରା କଲେଜ ରେ ବେଶ୍ ଧୁମ୍ ଧାମରେ ପାଳନ କଲେ 43 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି,ଏହି ବାର୍ଷିକ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା ବିଭିନ୍ନ ଅତିଥି ମାନେ ମଞ୍ଚାସୀନ ଥିଲେ । ଅତିଥି ମାନଙ୍କ ବକ୍ତବ୍ୟ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ଥିଲା । ଏଥିରେ କଲେଜର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ହୋଇ ଉତ୍ସବର ମଜା ନେଇଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀ, ଅଧ୍ଯାପକ/ଅଧ୍ଯାପିକା ଓ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ପରେ
ସଭାକାର୍ଯ୍ୟ ଶେଷ ହୋଇଥିଲା .

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *