Press the Power Of People
ରାଉଲକେଲା, (ନାଗରାଜ ନ୍ୟୁଜ): ରାଉରକେଲାର କନିଷ୍କ ଅଳଙ୍କାରରୁ ଗରାଖ ସାଜି ଦୁର୍ବୃତ ୬ ଲକ୍ଷ ଟଙ୍କାର ସୁନା ହାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଦେକାନୀ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦେଇଛନ୍ତି । ସିସି ଟିଭିରେ ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇ ରହିଛି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.