ବିଜେପି ନେତା ମୃତ କୁଳମଣିଙ୍କ ଘରେ କଂଗ୍ରେସର ପ୍ରେସ ମିଟ

Spread the love

କଟକ, (ନାଗରାଜ ନ୍ୟୁଜ ): ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କର ଅନ୍ୟତମ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳଙ୍କ ଏତଲାକୁ ଭିତ୍ତିକରି ସ୍ଥାନୀୟ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ତେବେ ସ୍ଥାନୀୟ ବିଧାୟକ ତଥା ଆଇନି ମନ୍ତ୍ରୀଙ୍କୁ ଏହି ହତ୍ୟା ଘଟଣାରେ ଷଡଯନ୍ତ୍ରକାରୀ ଦର୍ଶାଇ ବିଜେପି ନେତା କୁଳମଣିଙ୍କ ପୁଅ ନୁର୍ତ୍ତାଙ୍ଗ ପଂଚାୟତ ସମିତିସଭ୍ୟ ରମାକାନ୍ତ ବରାଳ, ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ବିଜେପି ନେତା ଶାରଦା ପ୍ରଧାନ ପ୍ରମୁଖ ମନ୍ତ୍ରୀ ଜେନାଙ୍କୁ କାଠଗଡ଼ାକୁ ଟାଣିବାପାଇଁ ବିଭିନ୍ନ ସମୟରେ ଉଦ୍ୟମ କରିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *