ଆଠଗଡ ଉପଖଣ୍ଡ ସିଲ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ

Spread the love

କଟକ (ଏନ ନ୍ୟୁଜ )୧୪/୦୭/୨୦: କୋରୋନା ସଂକ୍ରମଣ କୁ ରୋକ ଲଗାଇବା ପାଇଁ ଆଠଗଡ ଉପଖଣ୍ଡର ଆଠଗଡ,ବଡମ୍ବା ,ତିଗିରିଆ, ନରସିଂହପୁର ଅଞ୍ଚଳକୁ ସିଲ ବାହାର ରାଜ୍ୟର ଲୋକ କିମ୍ବା ଜିଲ୍ଲା ବାହାରର ଲୋକ ଯାତାୟାତ କରି ପାରିବେ ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଙ୍କ ନିର୍ଦେଶ।ପରବର୍ତ୍ତୀ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ କଟକଣା ଲାଗୁ ହେବ।

Leave a Reply

Your email address will not be published. Required fields are marked *