ବିଭିନ୍ନ ଜିଲ୍ଲା ଓ ବ୍ୟକ୍ତିଙ୍କ ନିକଟରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଆଳଦା, ଖଇରା, ବାଲେଶ୍ଵର ଏକ ସାହିତ୍ୟ, ସମ୍ବାଦ ସମାଜସେବା ଓ ସାହିତ୍ୟ ଶିକ୍ଷାର ଅନୁଷ୍ଠାନ । ବିଭିନ୍ନ ସେବାମୂଳକ କାର୍ଯ୍ୟ ଓ ସାହିତ୍ୟ ଶିକ୍ଷା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଥିବା ସାହିତ୍ୟପ୍ରମୀ ବନ୍ଧୁ ମାନଙ୍କ ପାଖରେ ପହଞ୍ଚି ପାରିଛି । ପ୍ରତିବର୍ଷ ଅସହାୟ ଗରିବ ବୃଦ୍ଧବୃଦ୍ଧାଙ୍କ ସେବା କରିବା ସହିତ ବିଭିନ୍ନ ପ୍ରମାଣ ପତ୍ର ପ୍ରଦାନ କରି ଚାଲିଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଠାରେ ପହଞ୍ଚି ସେଠାରେ ଜଣେ କାର୍ଯ୍ୟରତ ଅଙ୍ଗନବାଡ଼ି ୱାର୍କର ମଞ୍ଜୁବାଳା ପୃଷ୍ଟିକୁ କରୋନା ଯୋଦ୍ଧା ପ୍ରମାଣ ପତ୍ର ୨୦୨୦ ପ୍ରଦାନ ପୂର୍ବକ ଭବିଷ୍ୟତ ଚଲାପଥ କୁସୁମିତ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଫେରିଛନ୍ତି ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।

Leave a Reply

Your email address will not be published. Required fields are marked *