ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଧନ୍ୟବାଦ ଦେଲେ ଶ୍ରଦ୍ଧାଳୁ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଧନ୍ୟବାଦ । ଧାଡିରେ ଠିଆ ହୋଇଥିବା ଭକ୍ତମାନଙ୍କ ପାଇଁ ଛତା, ପିଇବା ପାଣି ଓ ଭକ୍ତମାନେ ଚାଲି କରି ଯିବାପାଇଁ ତଳେ କାର୍ପେଟର ବ୍ୟବସ୍ଥା କରିଥିବାରୁ । କାଳିଆ ଦର୍ଶନ ପାଇଁ ଭକ୍ତମାନେ ଖରାରେ ଲମ୍ବାଧାଡ଼ିରେ ଛିଡା ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।  ସମସ୍ତ ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଓ ୱେବ ମିଡ଼ିଆ ଦ୍ବାରା ସୁଚେଇବା ଦ୍ବାରା ମଙ୍ଗଳବାରଠାରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରଚେଷ୍ଟାରେ ଖାଲିପାଦରେ ଯାଉଥିବା ଭକ୍ତଙ୍କ ପାଇଁ ତଳେ କାର୍ପେଟ ବ୍ୟବସ୍ଥା, ଖରା ଦାଉରୁ ରକ୍ଷା ପାଇବାପାଇଁ ଟାଉନ ଥାନା ଠାରୁ ଲମ୍ବାଧାଡ଼ିରେ ବଡ଼ବଡ଼ ଛତା ବନ୍ଧାଯିବା ସହିତ ରାସ୍ତାସାରା ଜଳଛତ୍ରର ବ୍ୟବସ୍ଥା ଭକ୍ତମାନଙ୍କ ମନରେ ଆନନ୍ଦ ର ବାତାବରଣ ସୃଷ୍ଟି କରିଥିଲା

Leave a Reply

Your email address will not be published. Required fields are marked *