ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

Spread the love

ପୁରୀ, (ନାଗରାଜ ନ୍ୟୁଜ): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତ ସାନଅଁଳ ଗ୍ରାମର ଅଗ୍ନି ବିପନ୍ନ ପରିବାର ଯୋଗେନ୍ଦ୍ର ପଲାଇ ଏବଂ ଚୈତନ୍ୟ ପଲାଇଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଭେଟି ଆଶ୍ୱସନା ଦେବା ସହିତ ସମବେଦନା ଜଣାଇଛନ୍ତି। ଏହି ସମୟରେ କୃଷ୍ଣ ପ୍ରସାଦ ବ୍ଲକ ତହସିଲଦାର ହୁଲାସ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ଇତିଶ୍ରୀ ସିଂହ ଓ ସମିତି ସଭ୍ୟା ମିନର୍ଭା ପାତ୍ର ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *