ମହାନଦୀରୁ ନିଖୋଜ ନାବାଳକର ମୃତ ଦେହ ଉଦ୍ଧାର

Spread the love

କଟକ,(ନାଗରାଜ ନ୍ୟୁଜ): ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ରବିବାର ଦିନ ୩ ନାବାଳକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଜଣେ ନାବାଳକୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ।ଅନ୍ୟ ଜଣଙ୍କୁ ଓଡରାଫ୍ ଟିମ୍ ଖୋଜା ଖୋଜି କରି ସନ୍ଧ୍ୟା ହେବାରୁ ରେସ୍କ୍ୟୁ ଅପରେସନ ବନ୍ଦ ହୋଇଥିଲା। ଆଜି ସକାଳୁ ଖୋଜା ଖୋଜି ଆରମ୍ଭ ହୋଇଥିବା ବେଳେ ନିଖୋଜ ସାଜିକ୍ ମଜିଦଙ୍କୁ ଗୁରୁଦ୍ୱାର ପଛପାଖରୁ ଭାସୁଥିବାର ଦେଖି ଓଡ୍ରାଫ ଟିମ୍ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *