କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନିର୍ଦ୍ଦେଶରେ ସୋରୋ ପୌରପାଳିକା ଅଫିସରେ ପ୍ରୋଜେକ୍ଟ ଡାଇରେକ୍ଟର

Spread the love

ବାଲେଶ୍ବର, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋରରେ ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନିର୍ଦ୍ଦେଶରେ ଜାତୀୟ ରାଜପଥର ପ୍ରୋଜେକ୍ଟ ଡାଇରେକ୍ଟର ସୋରୋ ପୌରପାଳିକା ଅଫିସରେ ପହଞ୍ଚି ଉତ୍ତେରେଶ୍ୱର୍ ବ୍ରିଜ୍,କଲେଜ ଛକ ବ୍ରିଜ ଆଇସ ଫେକ୍ଟରୀ ଛକ ବ୍ରିଜ, ବଡଖୁରି ଛକ ବ୍ରିଜ ଏବଂ ଓସାରିଆ ନାଳ କଲେଜ ଛକ ଠାରୁ ଛପୁଲିଆ ପର୍ଯ୍ୟନ୍ତ ଦୁଇପାଖରେ ନିର୍ମାଣ କରିବା ବିଷୟରେ ଆଲୋଚନା କରିଥିଲେ । ଯଥା ଶୀଘ୍ର କାମ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *