ଓଡିଶା ପ୍ରଗତି ଦଳ ତରଫରୁ ମଧୁବାବୁ ଜୟନ୍ତୀ ପାଳିତ

Spread the love

କଟକ, (ନାଗରାଜ ନ୍ୟୁଜ): ଆଜି ଏପ୍ରିଲ ୨୮ ମଧୁସୂଦନ ଦାସଙ୍କ ଜନ୍ମଦିନରେ ମଧୁସୂଦନ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗଠିତ ହୋଇଥିବା ଓଡିଶା ପ୍ରଗତି ଦଳ ସଭାପତି ଜନ୍ମେଜୟ ରୋହିଦାସଙ୍କ ପୋୖରହିତରେ କଟକସ୍ଥିତ ଦଳର ମହାସଚିବ ଉମାରାଣୀ ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଉତ୍କକକେଶରୀ ବିଶ୍ୱାଳ, ରାଜ୍ୟ ସଂଗଠକ ସମ୍ପାଦକ ପ୍ରଦୀପ ଭାଇ,ମହାସଚିବ ଉମାରାଣୀ ପଣ୍ଡା, ରାଜ୍ୟ ସମ୍ପାଦକ ଇଭେଣ୍ଟ ମ୍ୟାନେଜମେଣ୍ଟ ରମେଶ ସାହୁ ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟ ଯୁବ ପରିଷଦର ସଭାପତି ଯଜ୍ଞ ପ୍ରକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *