ପଵିତ୍ର ହେରାପଞ୍ଚମୀରେ ମହାପ୍ରଭୁଙ୍କ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ପବିତ୍ର ହେରାପଞ୍ଚମୀ, ମା ଲଷ୍ମୀ ଠାକୁରାଣୀଙ୍କୁ ରଥଯାତ୍ରାରେ ସାଙ୍ଗରେ ନନେଇ ଏକା ଛାଡ଼ିଦେଇ ଜାଇଥିବା ରୁ ମା ଲଷ୍ମୀ ଠାକୁରାଣୀ ରାଗରେ ରାତି 11ତା30ରେ ଶ୍ରୀମନ୍ଦିର ଭିତରୁ ସିଂଘଦ୍ୱାର ରୁ ନିଜର ପଟୁଆର ସହିତ ଲୁଚିଲୁଚି ଆସି ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଲୁଚି ପଳାଇଥିଲେ। ମାଆଙ୍କର ଏହି ଦୃଶ୍ୟ ଦେଖିବା ପାଈଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ।ଆପଣମାନଙ୍କୁ ଆଉ ଗୋଟାଏ କଥ ପୁରୀରେ କରନା ର ଦୌରାତ୍ମ୍ୟ ରେ ରଥଯାତ୍ରା ହେଉଥିଲା ହେଲେ କୌଣସି ମେଳା ପଡୁନଥିଲା। କିନ୍ତୁ ଆଜି ପୁରୀରେ ପ୍ରବଳ ବର୍ଷା ସତ୍ତ୍ୱେ ପଲ୍ଲୀଶ୍ରୀ ମେଳା ଭିତରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହିତ ବିଭିନ୍ନ ହସ୍ତଶିଳ୍ପ ଓ ହାତ ତିଆରି ବିଭିନ୍ନ ପିଠାର ଷ୍ଟଲ ସହିତ ବିଭିନ୍ନ ଘରୋଇ ସାମଗ୍ରୀ ଷ୍ଟଲ ଶାଢ଼ୀ ଷ୍ଟଲରେ ଭିଡ଼ ଜମିଥିଲା ।

Leave a Reply

Your email address will not be published. Required fields are marked *