ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ବିକ୍ଷୋଭ

Spread the love

ପୁରୀ,(ନାଗରାଜ ନ୍ୟୁଜ): NDA ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ବିରୋଧ କରିବା ସହିତ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଝାରଖଣ୍ଡ କଂଗ୍ରେସ ର ମୁଖପାତ୍ର ଅଜୟ କୁମାର ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧ ରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଆ ଝିଅ ଆଉ ବୋଉ ଦ୍ରୌପଦୀ ମୁର୍ମୁ ଙ୍କ ଅପମାନ କୁ ଆମ ଓଡ଼ିଶା ର ଅପମାନ ବୋଲି ଗ୍ରହଣ କରି ପୁରୀ ଟାଉନ୍ ଥାନା ସମ୍ମୁଖରେ ଆଜି ଏ ବିକ୍ଷୋଭ କରାଯାଇଥିଲା। ଏଥିରେ ଯୁବ ମୋର୍ଚ୍ଚା ର ଜିଲ୍ଲା ସଭାପତି ଶ୍ରଯୁକ୍ତ ଜୟନ୍ତ କୁମାର ଦାଶ, ମଣ୍ଡଳ ସଭାପତି ଅନିଲ ସାହୁ, ମିଥୁନ ଜେନା,ସଂଗ୍ରାମ ପରିଡ଼ା, ମନୋରଞ୍ଜନ ବିଶୋଇ, ଶକ୍ତି ମିଶ୍ର, ଶିବ ନାରାୟଣ ଦାଶ, ସ୍ନେହାଶିସ ଦାଶ, ଅଭିଜିତ ପଣ୍ଡା, ସଂଗୀତା ପୂଜାପଣ୍ଡା, ସୌମ୍ୟ ମିଶ୍ର, ମନିଶୀ ମିଶ୍ର, ପ୍ରଦୀପ ପରିଡା, ବିଶ୍ବରଂଜନ ରାହୁଲ, ଭବାନୀ ଦାସ ମହାପାତ୍ର, ଅକ୍ଷୟ ମହାନ୍ତି, ରବି ଦାଶ, ସଞ୍ଜୀବ ମୁଖାର୍ଜୀ, ଉମା କାନ୍ତ ନାୟକ, ପ୍ରଭଞ୍ଜନ ମହାପାତ୍ର, ସୋମନାଥ ଦାସ, ପ୍ରତାପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *