ଉଦଘାଟିତ ହୋଇଛି “ଟେକ୍ନୋ ଏକ୍ସପୋ-୨୦୨୨”

Spread the love

କଟକ,(ନାଗରାଜ ନ୍ୟୁଜ): କଟକର ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ପରିସରରେ ଆଜି ଉଦଘାଟିତ ହୋଇଛି “ଟେକ୍ନୋ ଏକ୍ସପୋ-୨୦୨୨”। ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ୯ ଟି ବିଭାଗ ର ୬୦ ପାଖାପାଖି ପ୍ରୋଜେକ୍ଟ ସ୍ଥାନ ପାଇଛି। ରୋବର୍ଟ, ସ୍ମାର୍ଟ ବାଥ ରୁମ ପରି ଅନେକ ସୃଜନଶୀଳ ପ୍ରୋଜେକ୍ଟ ସ୍ଥାନ ପାଇଛି ଏହି ମେଳାରେ। କଟକ ଜିଲ୍ଲାପାଳ ଏହି ମେଳକୁ ଉଦଘାଟନ କରିଥିଲେ। ଅନ୍ୟପଟେ ଏହି ଏକ୍ସପୋ ରେ ପ୍ରୋଜେକ୍ଟ ତିଆରି କରିଥିବା ଛାତ୍ର ଛାତ୍ରୀ ମାନେ ନିଜର ପ୍ରୋଜେକ୍ଟ ଗୁଡ଼ିକୁ ନେଇ ବେଶ୍ ଆଶା ବାଦି ଅଛନ୍ତି।ସେହିଭଳି ଦ୍ଵିତୀୟ ବର୍ଷର ଛାତ୍ରୀ ରଶ୍ମିତା ଓ ତାଙ୍କର ସହଯୋଗୀ ସ୍ମାର୍ଟ ରେଲୱେ ସିଷ୍ଟମ କରିଥିବା ବେଳେ ଏହା ଦ୍ବାରା ରେଳ ଦୁର୍ଘଟଣା ରୋକା ଯାଇପାରିବ ।

Leave a Reply

Your email address will not be published. Required fields are marked *