ଯଗୁଆ ଗ୍ରାମରେ ସ୍ଵାଧୀନତା ଦିବସ ପାଳିତ

Spread the love

ଟିଟିଲାଗଡ଼,(ନାଗରାଜ ନ୍ୟୁଜ): ଜଗୁଆ ଗ୍ରାମ ପଞ୍ଚାୟତ ର ତୂର୍ଲା ଗ୍ରାମ ଠାରେ ୭୫ ତମ ଅମୃତ ମୋହସଭ୍ ପାଳନ ହୋଇଯାଇଛି । ଉକ୍ତ ସ୍ଵାଧୀନତା ଦିବସରେ ମୁଖ୍ୟ ଅତିଥି ପୋମେକ୍ସ ଷ୍ଟିଲ ଡିଭିଜନ ର ଶିପିଙ୍ଗ ମ୍ୟାନେଜର ଶ୍ରୀମାନ ଦୁର୍ଯୋଧନ ଜାଲ ଏବଂ ସମ୍ମାନିତ ଅତିଥି ଲକ୍ଷେଘର ଗଣ୍ଡା ସମାଜ ର ସାଧାରଣ ସମ୍ପାଦକ ଅର୍ଜୁନ ନାଗ,ସମାଜ ସେବୀ ପଙ୍କଜ ଜାଲ, ସବନ୍ ସିକା, ମେଘନଥ ନାଗ,ଶଙ୍କର ନାଗ ସୂର୍ଯ୍ୟମଣି ନାଗ ଉପସ୍ଥିତି ଥିଲେ।ଏବଂ ଗ୍ରାମର ବହୁ ଜନ ସାଧାରଣ, ଛୋଟ ଛୋଟ ଶିଶୁ ଏବଂ ଆଦର୍ଶ ଯୁବକ ସଂଘର ରୀଙ୍କୁ ଜାଲ, ଜିତେନ୍ ଶିକା, କପିଲ ନାଗ, ଲଙ୍କେଶ ଶିକା, ସାଗର ଜାଲ, ସନୁ ଜାଲ , ତୁକୁ ଜାଲ ଏବଂ ବହୁ ଯୁବକଙ୍କ ଉପସ୍ଥିତିରେ ବହୁ ଉଲ୍ଲାସର ସହିତ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି ।

ଟିଟିଲାଗଡ଼ରୁ ସରୋଜ ପୂଝାରୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *