ପଥର ବୋଝେଇ ଟ୍ରକ ଦୁର୍ଘଟଣା

Spread the love

ଚନ୍ଦକା, ୧୯।୯ (ଏନ୍ ନ୍ୟୁଜ୍‌) ବିଞ୍ଜ ଗିରିରୁ ଅସୁଥିବା ଏକ ପଥର ବୋଝେଇ ଟ୍ରକ ଛତାବର ଠାରେ ଦୂର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରକଟି ଭାର ସାମ୍ୟ ହରାଇ ଏକ ଦୋକାନର କ୍ୟାବିନ କୁ ପିଟିବା ପରେ ପଲଟିଥିଲା। ଟ୍ରକର ଚାଳକ ଚାପି ହୋଇ ଗୁରୁତର ଅବସ୍ଥାରେ ରହିଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି। ଏଥି ସହିତ ଆହତ ହୋଇଥିବା ହେଲପର ସମେତ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି।

Leave a Reply

Your email address will not be published. Required fields are marked *