କାଠ ଶିଳ୍ପୀ ଓ କାରିଗର ସଂଗଠନ

Spread the love

ପୁରୀ,(ନାଗରାଜ ନ୍ୟୁଜ): କାଠ କାରିଗର ଓ କାଠ ଶିଳ୍ପୀ ମାନଙ୍କ ପାଇଁ ନିଜର ମୌଳିକ ଦାବିକୁ ସରକାର ଙ୍କ ପାଖରେ ଉପସ୍ଥାପନା କରିଆସୁଥିବା ଏକ ମାତ୍ର ସଂଗଠନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରୁଛନ୍ତି . କାଠ ଶିଳ୍ପୀ ମାନଙ୍କ ପାଇଁ ସରକାର ସ୍ତର ରେ ଟ୍ରେନିଂ ଓ ପଦା କୁ ଶିକ୍ଷା ର ସିଲା ବସରେ ନ ରଖିଲେ ସ୍ଥାପତ୍ୟ କଳା ଓ ଶିଳ୍ପ ମାନଙ୍କର କାରୁକାର୍ଯ୍ୟ ସଙ୍କଟ ଭିତରେ ଚାଲିଯିବ ବୋଲି ବିଭିର୍ନ ବକ୍ତା ମାନେ କହିଥିଲେ ସାଧାରଣ ସମ୍ପାଦକ ମନୋରଞ୍ଜନ ମହାରଣା ଏହି ଉତ୍ସବ ରେ ଅତିଥି ଭାବେ ଚକ୍ରଧର ମହାପାତ୍ର ସୁରେନ୍ଦ୍ର ଜେନା.  ବିମଲ ମାନସିଂ ଶ୍ରମିକ ନେତା ଜଗନାଥ ଦେଓ ଆଡ଼ଭୋକେଟ ଗୋବିନ୍ଦ ନାୟକ ମୁଖ୍ୟ ବକ୍ତା ଶରତ କୁମାର ରାୟ ଗୁରୁ ଯୋଗ ଦେଇଥିଲେ .

Leave a Reply

Your email address will not be published. Required fields are marked *