୩୪ ଏକର ଜମିରେ ହେବ କଟକ ବାଲିଯାତ୍ରା

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ହଡ଼ିଆ ପଠା ଠାରେ ୪୨୬ ଏକର ଜମିରେ ବର୍ଫି ଯୋଜନା ପାଇଁ ଖାରଜ କଲେ ଜାତୀୟ ଗ୍ରୀନ ଟ୍ରିବୁନାଲ। କେବଳ ୩୪ ଏକର ଜାଗା ଉପରେ ହିଁ ବାଲିଯାତ୍ରା କରିବାକୁ ଦେଲେ ଅନୁମତି। ଏହା ସହ ଉକ୍ତ ସ୍ଥାନରେ ପରିଷ୍କାର ପରିଚ୍ଛନ କରିବା ପାଇଁ ରହିଛି ନିର୍ଦ୍ଦେଶ। ଅନ୍ୟପଟେ କଟକ ଜିଲ୍ଲାପାଳ ଭାବାନି ଶଙ୍କର ଚୟନୀ କହିଛନ୍ତି କି ବର୍ଫି ବୋଲି କୌଣସି ଯୋଜନା ନଥିଲା ଓ ଏନ୍ ଜି ଟି ଙ୍କ ନିର୍ଦ୍ଦେଶ ମୁତାବକ ସ୍ଥାନ ରେ ହିଁ ସୁରୁଖୁରୁରେ ସମ୍ପାଦନ କରାଯିବ।

Leave a Reply

Your email address will not be published. Required fields are marked *