ଫାସ ବସାଉଥିବା ଶିକାରିକୁ ଧରିଲା ବନ ବିଭାଗ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ବନାଞ୍ଚଳ ଅଧିନସ୍ଥ ଯୋରନ୍ଦା ବନପାଳ ଅଧୀନରେ ରହିଥିବା ରୂପା ବଳିଆ ପାହାଡ ପାଦଦେଶରୁ ଜଣେ ଶିକାରୀ କୁ ବନବିଭାଗ ର କର୍ମଚାରୀମାନେ ଆଜି ଧରିଛନ୍ତି । ଯୋରନ୍ଦା ପଞ୍ଚାୟତ ଆତିଣ୍ଡା ଗ୍ରାମର ନିରାକାର ଦାସ (୪୨) ଆଜି ଅପରାହ୍ନରେ ବନ୍ୟଜନ୍ତୁ ଶିକାର ପାଇଁ ରୂପା ବଳିଆ ସଂରକ୍ଷିତ ଜଙ୍ଗଲରେ ଫାସ ବସାଉଥିବା ସମୟରେ ପେଟ୍ରୋଲିଙ୍ଗ ରେ ଥିବା ବନ ବିଭାଗର ଅଧିକାରୀ ମାନେ ତାଂକୁ ଧରି ଏକ ମାମଲା ରୁଜୁକରାଯାଇଥିବା ବେଲେ ଆସନ୍ତାକାଲି କୋର୍ଟ ଚାଲାଣ ହେବ ବୋଲି ସୂଚନା ମିଳିଛି।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *