Press the Power Of People
ପୁରୀ ,(ନାଗରାଜ ନ୍ୟୁଜ ): ତ୍ରିଭାଙ୍ଗ ନିକେତନ ପକ୍ଷରୁ ଅର୍ନପୂର୍ଣ୍ଣା ରଙ୍ଗ ମଞ୍ଚରେ 160ରୁ ଅଧିକ କଳାକାର ନୃତ୍ୟ ପରିବେଷଣ କରିଥିଲେ . ସମସ୍ତ ଶିଳ୍ପୀଙ୍କୁ ଗୁରୁ ଶିଷ୍ୟ ପରମ୍ପରା ସମ୍ମାନ ବିଧାୟକ ଜୟନ୍ତ ଷଢଙ୍ଗୀ ପ୍ରଦାନ କରିଥିଲେ . ଏହି କାର୍ଯ୍ୟକ୍ରମକୁ ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ .
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.