ଚିକେନ ସେଣ୍ଟରରୁ ଜବତ ହେଲା ବାରାହା ମାଂସ, ଜଣେ ଗିରଫ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ ଜୋରନ୍ଦା ଫରେଷ୍ଟ ସେକ୍ସନ ଅଧିନ ଦଧିସିଙ୍ଗା ଗ୍ରାମର ଏକ ଚିକେନ ସେଣ୍ଟରରେଆଜି ସକାଳ ସମୟରେ ସେଠାରେ ଜଙ୍ଗଲୀ ବାରାହା କଟା ହୋଇ ବିକ୍ରି କରାଯାଉଥିବାର ଖବର ପାଇ ଷଡଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ବେହେରାଙ୍କର ନିର୍ଦେଶ କ୍ରମେ ଜୋରନ୍ଦା ଫରେଷ୍ଟର ମଧୁସ୍ମିତା ପତି ଓ ବନରଖି ସୁଧାକର ସେଠୀ ସମୟ୯;୩୦ମିନିଟିରେ ମାଂସ ବିକ୍ରି କେନ୍ଦ୍ରରେ ପହଁଞ୍ଚି ସେଠାରେ ଦେଢ଼ କେଜିର କଟା ମାଂସ ଜବତ କରିବା ସହ ବିକାଳୀ ଦଧିସିଙ୍ଗା ଗ୍ରାମର ବିମଳ ନାୟକ ଙ୍କର ପୁଅ ଚିନ୍ମୟ ନାୟକ୧୮ବର୍ଷ କୁ ଘଟଣା ସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *