ଆସନ୍ତାକାଲି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ପାଇଁ ଶିଳ୍ପୀମାନଙ୍କର ଶେଷ ସ୍ପର୍ଶ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆସନ୍ତାକାଲି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ପାଇଁ ଶିଳ୍ପୀ ମାନଙ୍କର ଶେଷ ସ୍ପର୍ଶ ସହିତ ତୋରଣ କାମ ଜୋର୍ ସୋର୍ ରେ କାମ ଚାଲୁ ରହିଛି। ତୋରଣ ସାଂଗକୁ ଲାଇଟ୍ କାମ ମଧ୍ୟ ଜୋର୍ ସୋର୍ ରେ ଚାଲୁ ରହିଛି। ଆସନ୍ତା କାଲି ମା ଗଜଲକ୍ଷ୍ମୀ ଙ୍କୁ ପୂଜା ମଣ୍ଡପରେ ଆବାହନ କରାଯିବ। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *