ଗୋଟିଏ ରାତିରେ ଗ୍ରାମରୁ ସିରିଜ ଚୋରି

Spread the love

ଖଇରା,(ନାଗରାଜ ନ୍ୟୁଜ): ୪ଟି ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ,ଘଟଣା ରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ଖଇରା ଥାନା ରୁଢ଼ିଙ୍ଗିଆ ଗ୍ରାମର ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ 6 ଟି ପରିବାର ଘରେ 15 ରୁ ଅଧିକ ଚୋର ଘର ର ଦୁଆର ତାଡି ଚୋରି କରିନେଇଥିବା ନେଇ ଅଭିଯୋଗ ।ଗ୍ରାମର ଗତକାଲି ବିଳମ୍ବିତ ରାତିରେ ରାଜୁ ନାୟକ, ବାଶନ୍ତି ବରାଳ,କୈଳାସ ବରାଳ,ପ୍ରଫୁଲ୍ଲ ଘଡେଇ,ଶିବ ଘଡେଇ ,ମହିନ୍ଦ୍ର ବରାଳ ଙ୍କର ଘରେ ଚୋରି ହୋଇଥିବା ନେଇ ଦେଖିବାକୁ ମିଳିଛି ।ଗୋଟିଏ ରାତିରେ ଏକା ସମୟ ରେ ଏଭଳି ଚୋରି ଲୋକମାନଙ୍କ ମଧ୍ୟରେ ଭୟ ର ବାତାବରଣ ଦେଖିବାକି ମିଳିଛି ।ଖଇରା ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ କୋୖଣସି ସନ୍ଧାନ ମିଳିନଥିବା ନେଇ ସୂଚନା ମିଳିଛି ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *